www.samajalive.in
Thursday, December 11, 2025
27.1 C
Bhubaneswar

ଦଶମ ବୋର୍ଡ଼ ପରୀକ୍ଷାରେ ଏ-୧ ପାଇଥିବା ଶିଶୁଙ୍କୁ ସମ୍ବର୍ଦ୍ଧନା

ପାଟଣା: ଚଳିତ ବୋର୍ଡ଼ ପରୀକ୍ଷାରେ ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନ କରିଥିବା ମୋଟ ୪୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଏ-୧ ରେ ୪ ଜଣ , ଏ-୨ ରେ ୮ ଜଣ , ବି-୧ ରେ ୧୬ ଜଣ , ବି-୨ ରେ ୧୩ ଜଣ , ସି-୨ ରେ ଜଣ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୋୖରବ ଆଣିଦେଇଛନ୍ତି। ଏ-୧ ପାଇଥିବା ଶିଶୁ ଭାଇ କଳିଙ୍ଗ କୁମାର ସାହୁ, ହିମାଂଶୁ ଶେଖର ପୃଷ୍ଟି, ପ୍ରିତମ୍ ପଣ୍ଡା, ହିତେଶ ରଂଜନ ସାହୁ ଓ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ଵାରା ପରିଚାଳିତ ପ୍ରାଦେଶିକ ମେଧା ପରୀକ୍ଷାରେ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଥିବା ପଞ୍ଚମ ଶ୍ରେଣୀର ଛାତ୍ର ପ୍ରତ୍ୟୁଷ କୁମାର ବାରିକଙ୍କୁ ବିଦ୍ୟାଳୟର ସଂପାଦକ ପ୍ରମୋଦ କୁମାର ସାହୁ, ସଭାପତି ପ୍ରଦୀପ କୁମାର ସାହୁ, ପ୍ରଧାନ ଆଚାର୍ଯ୍ଯ ବାବାଜୀ ପଣ୍ଡା, ଚେମଣା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ମହାନ୍ତ ପ୍ରମୁଖ ଏହି ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories