www.samajalive.in
Wednesday, December 10, 2025
17.1 C
Bhubaneswar

ରାଜ୍ୟ ବଜେଟକୁ ନବୀନଙ୍କ ସମାଲୋଚନା: କହିଲେ, ‘ପଛକୁ ଯାଉଛି ଡବଲ ଇଞ୍ଜିନ ସରକାର’

ଭୁବନେଶ୍ବର : ରାଜ୍ୟ ବଜେଟକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କି ଡବଲ ଇଞ୍ଜିନ ସରକାର ରାଜ୍ୟ ବିକାଶରେ ବିଫଳ ହୋଇଛି । ଡବଲ ଇଞ୍ଜିନ ସରକାରରେ ଅର୍ଥନୀତି ଦୁର୍ବଳ ହୋଇଛି ବୋଲି ନବୀନ କହିଛନ୍ତି । ଏହା ସହ ଆଗୁଆ ଯିବା ବଦଳରେ ଡବଲ ଇଞ୍ଜିନ ସରକାର ପଛକୁ ଯାଉଥିବା ସେ କହିଛନ୍ତି । ବଜେଟରେ ଏତେ ଟଙ୍କା ଘୋଷଣା କରିବା ବଡ଼ କଥା ନୁହେଁ। ଏହା କାର୍ଯ୍ୟକାରୀ କରିବା ଦରକାର ବୋଲି  ସେ କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories