www.samajalive.in
Monday, December 8, 2025
27.1 C
Bhubaneswar

ଏଣିକି ମିସ୍ କଲରେ ଗ୍ୟାସ୍ ରିଫିଲିଂ ସହ ନୂଆ ଗ୍ୟାସ ସଂଯୋଗ

ଭୁବନେଶ୍ବର: ଏବେ ମିସ୍‌ କଲ୍‌ କଲେ ନୂଆ ଗ୍ୟାସ୍‌ ସଂଯୋଗ ସହ ଗ୍ୟାସ୍‌ ରିଫିଲିଂ କରିହେବ । ଏହି ସୁବିଧାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୮୪୫୪୯୫୫୫୫୫ ନମ୍ବରରେ ମିସ୍‌ କଲ୍‌ କରି ବୁକ୍‌ ଏବଂ ନୂଆ ଗ୍ୟାସ୍‌ ସଂଯୋଗ କରିହେବ। xp 100 ଇନ୍ଧନର ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

- Advertisement -

ଏଣିକି ଗୋଟିଏ ମିସ୍ କଲରେ ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ ବୋଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେକୌଣସି ଗ୍ରାହକ ୮୪୫୪୯୫୫୫୫୫ ନମ୍ବରରେ ମିସ୍ କଲ୍ କଲେ ରିଫିଲିଂ ଏବଂ ବୁକିଂ ପାଇଁ ପଞ୍ଜୀକରଣ ହୋଇଯିବ। ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ରିଫିଲିଂ ସହ ନୂଆ ଗ୍ୟାସ ସଂଯୋଗ ମିସ୍‌ କଲ୍‌ ସେବା ଆରମ୍ଭ ହୋଇଛି। ଏହାସହ xp 100 ବା ଅଧିକ ଗୁଣବତା ଥିବା ଇନ୍ଧନର ଦ୍ୱିତୀୟ ପର୍ୟ୍ୟାୟ ଶୁଭାରମ୍ଭ କରିଛନ୍ତି। ଏହିକ୍ରମରେ ଦିଗବୋଇ ବିଶୋଧନାଗାରରୁ ପ୍ରଥମ xp 100ର ବ୍ୟାଚକୁ ଫ୍ଳାଗଅପ୍ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories