www.samajalive.in
Thursday, December 11, 2025
27.1 C
Bhubaneswar

ମେସି ସର୍ଭିସ ଉତ୍ସବର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟ୍ରାକ୍ଟର ନିର୍ମାତା ତଥା ବିଶ୍ୱର ତୃତୀୟ ସର୍ବବୃହତ ଟ୍ରାକ୍ଟର ଉତ୍ପାଦନକାରୀ ଟାଫେ ପକ୍ଷରୁ ଏକ ଜାତୀୟସ୍ତରର ବୃହତ ଟ୍ରାକ୍ଟର ସର୍ଭିସ କାର୍ଯ୍ୟକ୍ରମ ‘ମେସି ସର୍ଭିସ ଉତ୍ସବ’ର ଶୁଭାରମ୍ଭ କରାଯାଇଛି । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମରାମତି ଖର୍ଚ୍ଚକୁ ହ୍ରାସ କରି ଚାଷୀମାନଙ୍କୁ ଲାଭ ପ୍ରଦାନ କରିବା ଏବଂ ସେମାନଙ୍କୁ ଦେଶବ୍ୟାପୀ ୩୦୦୦ରୁ ଅଧିକ ଉଚ୍ଚ ଦକ୍ଷତାସମ୍ପନ୍ନ ଓ ସୁପ୍ରଶିକ୍ଷିତ ମେକାନିକମାନଙ୍କ ମାର୍ଗଦର୍ଶନ ଅଧିନରେ ୧୫୦୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ୱାର୍କସପରେ ପ୍ରଦାନ କରାଯାଉଥିବା ସର୍ବୋତମ ଶ୍ରେଣୀର ସେବା ଯୋଗାଇଦେବା । ଏହି ଅବସରରେ ଚାଷୀଙ୍କ ପାଇଁ ଅନେକ ରିହାତି ଓ ଉପହାର ବ୍ୟବସ୍ଥା ପ୍ରଚଳନ କରାଯାଇଛି । ବିଶେଷକରି ମହାମାରୀ ସମୟରେ କୃଷକମାନେ ଗତ ବର୍ଷକ ମଧ୍ୟରେ ସେମାନଙ୍କର ସ୍ୱୀକୃତିପ୍ରାପ୍ତ ୱାର୍କସପକୁ ଯିବା ସମ୍ଭବ ହୋଇପାରିନଥିବାରୁ ସେମାନଙ୍କୁ ଫସଲ ଋତୁ ପାଇଁ ପ୍ରସ୍ତୁତ କରିବା ଲାଗି ସେମାନଙ୍କ ଟ୍ରାକ୍ଟରଗୁଡିକୁ ସ୍ୱତନ୍ତ୍ର ସେବା ପ୍ରଦାନ କରିବା ଏବଂ ବୃହତ ମରାମତି କାର୍ଯ୍ୟ ଆବଶ୍ୟକ କରୁଥିବା ଗ୍ରାହକଙ୍କୁ ଧ୍ୟାନ ଦେବାକୁ ଏହି ଅବସରରେ ଲକ୍ଷ୍ୟ ରଖାଯାଇଛି ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories