www.samajalive.in
Tuesday, December 9, 2025
16.1 C
Bhubaneswar

ବିବାହରେ ବିଳମ୍ବ ହେଉଛି କି ? ଆପଣାନ୍ତୁ ଏହି ଉପାୟ

ବିବାହ ଏକ ପବିତ୍ର ବନ୍ଧନ ବୋଲି ମାନ୍ୟତା ରହିଛି। ମାତ୍ର କେତେକ ସମୟରେ ଅନେକ ଯୁବତୀଙ୍କ ବିବାହରେ ବିଳମ୍ବ ହେଉଥିବା ଦେଖାଯାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ..
ପ୍ରତିଦିନ ଠେକୁଆକୁ ଖାଦ୍ୟ ଦିଅନ୍ତୁ।
ଗୁରୁବାର ବ୍ରତ ପାଳନ କରିବା ସହ ମନ୍ଦିରରେ ହଳଦିଆ ଜିନିଷ ଦାନ କରନ୍ତୁ।
ଗୁରୁବାର ଦିନ ବର ଗଛ, ଅଶ୍ୱତ୍ଥ ବୃକ୍ଷ ଓ କଦଳୀ ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ସହ ଗାଈର ଶୁଦ୍ଧ ଘିଅରେ ଦୀପ ଲଗାନ୍ତୁ।
ମଥାରେ ପ୍ରତିଦିନ ଚନ୍ଦନ କିମ୍ବା କେସର ତିଳକ ଲଗାନ୍ତୁ।
ହଳଦିଆ ପୋଷାକ ପିନ୍ଧନ୍ତୁ। ଘରର ପରଦା ଓ ଚଦର ଗୋଲାପି ରଙ୍ଗର ବ୍ୟବହାର କରନ୍ତୁ।
ଭୋଜନରେ କେସର ବ୍ୟବହାର କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଯୁବତୀଙ୍କ ବିବାହ ସ୍ଥିର ପାଇଁ ପରିବାର ଲୋକେ ଘରୁ ବାହାରକୁ ଯିବା ସମୟରେ ଯୁବତୀ ଆଦୌ କେଶ ଖୋଲା ରଖନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories