www.samajalive.in
Monday, December 8, 2025
20.1 C
Bhubaneswar

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମନୁ ଭାକର

ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ଏବଂ ୨ ଅଲିମ୍ପିକ୍ସ ମେଡାଲ ସହିତ ବୁଧବାର ସ୍ବଦେଶ ଫେରିଛନ୍ତି ମନୁ ଭାକର । ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମନୁ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ପିତା-ମାତା ତାଙ୍କୁ ଆଲିଙ୍ଗନ କରି ମଥା ଚୁମ୍ବନ କରି ନିଜ ଖୁସି ବଖାଣିଥିଲେ । ମନୁଙ୍କ ସହିତ ତାଙ୍କ କୋଚ୍ ଜସପାଲ ରାଣାଙ୍କୁ ମଧ୍ୟ ସମସ୍ତେ ଜୋରଦାର ସ୍ବାଗତ କରିଥିଲେ । ଏହା ମଧ୍ୟରେ ମନୁ ଭାକର କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହିତ ସାକ୍ଷାତ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଏବେ ସାମ୍ନାକୁ ଆସିଛି । ସୋନିଆ ଗାନ୍ଧୀ ମନୁ ଭାକରଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଖୁବଶୀଘ୍ର ଉପଭୋକ୍ତା ପାଇବେ କୋରାପୁଟର ଜୈବିକ ଉତ୍ପାଦ

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories