ଖୁବଶୀଘ୍ର ଉପଭୋକ୍ତା ପାଇବେ କୋରାପୁଟର ଜୈବିକ ଉତ୍ପାଦ
ଡେସ୍କ: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର ପକ୍ଷରୁ କୋରାପୁଟ ଲକ୍ଷ୍ମୀପୁରସ୍ଥିତ ବିପିକେପି କ୍ଲଷ୍ଟର ଏଫ୍ଆଇଏସି ସୌଧରେ ସହଭାଗୀ ଗ୍ୟାରେଣ୍ଟି ବ୍ୟବସ୍ଥା(ପିଜିଏସ୍) ଉପରେ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଆରଆରଟିଟିଏସର ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ। ଉଦଘାଟନୀ ଦିବସରେ ଭୁବନେଶ୍ୱର ସ୍ଥିତ ଆରସିଓଏନଏଫର ସହକାରୀ ନିର୍ଦ୍ଦେଶକ ଏସ୍ ଆର୍ ଇଙ୍ଗଲେ ପିଜିଏସ୍ ପ୍ରମାଣିକୃତ ଏବଂ ଜୈବିକ କୃଷିରେ ଏହାର ଗୁରୁତ୍ୱ ଉପରେ ପ୍ରଶିକ୍ଷଣ ଦେଇଥିଲେ। … Continue reading ଖୁବଶୀଘ୍ର ଉପଭୋକ୍ତା ପାଇବେ କୋରାପୁଟର ଜୈବିକ ଉତ୍ପାଦ
Copy and paste this URL into your WordPress site to embed
Copy and paste this code into your site to embed