ମହାନଦୀକୁ ଡେଇଁଲେ ନାବାଳିକା

ସମାଜ ଡିଜିଟାଲ ଡେସ୍କ: ମହାନଦୀକୁ ଡେଇଁପଡିଲେ ନାବାଳିକା। ବୌଦ୍ଧ ଜିଲା ମର୍ଜାକୁଦ ବ୍ରିଜରୁ ମହାନଦୀକୁ ଡେଇଁ ନାବାଳିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି ପୂର୍ବରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ନାବାଳିକା କାହିଁକି ମହନଦୀକୁ ଡେଇଁଲେ ତାହାର କାରଣ ଜଣାପଡିନାହିଁ।

Comments are closed.