www.samajalive.in
Monday, December 8, 2025
13.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ରାଜ୍ୟର ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା ;  ମୁଖ୍ୟମନ୍ତ୍ରୀ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି

ଉତ୍ତରପ୍ରଦେଶରେ ସମସ୍ତ ଜିଲା ହେବ କରୋନା କଟକଣାରୁ ମୁକ୍ତ ; ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ

- Advertisement -

ପିଏନବି ଠକେଇ : ଚୋକ୍ଷିଙ୍କୁ ଫେରାଇ ଆଣିବା ପାଇଁ ହରିଶ ସାଲଭେଙ୍କ କାନ୍ଧରେ ଦାୟିତ୍ୱ

ସାଂସଦ ନବନୀତ୍ ରାଣାଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା, ନକଲି ଜାତି ପ୍ରମାଣପତ୍ର ଖାରଜ, ୨ ଲକ୍ଷ ଟଙ୍କା ଜରିମାନା

ଆମ୍ବ ଗୋଟାକର ମୂଲ୍ୟ ୧ ହଜାର

ଦେଶରେ ଗତ ୨୪ ଘଣ୍ଟାରେ ଆଉ ୮୬ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ; ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୯,୯୬,୪୭୩କୁ ବୃଦ୍ଧି ପାଇଛି

ଚିକିତ୍ସାଧୀନ ଅବସ୍ଥାରେ ୨ ହଜାର ୧୨୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯ରେ ପହଞ୍ଚିଛି

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି ; ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ , ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୫୩

ରାଜ୍ୟରେ ଥମୁନି କରୋନା ମୃତ୍ୟୁ ; ଚିକିତ୍ସାଧୀନ ଅବସ୍ଥାରେ ୧୭ଟି ଜିଲାରୁ ଆଉ ୪୫ ଆକ୍ରାନ୍ତ ଆଖି ବୁଜିଛନ୍ତି, ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩୦୮୦ରେ ପହଞ୍ଚିଛି

ମାଗଣା ଟିକାକରଣ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ ; ଭାରତୀୟ ଶିଳ୍ପ ମହାସଂଘ ସମେତ ବିଭିନ୍ନ ରାଜ୍ୟର ସ୍ୱାଗତ

ଜାମ୍ମୁ କାଶ୍ମୀରରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନ ମୁତୟନକୁ ନେଇ ବଢୁଛି ଆଶଙ୍କା

ଜମି ଜବରଦଖଲକାରୀ ଆଇନର ଶରଣ ନେଇପାରିବେ ନାହିଁ- ସୁପ୍ରିମକୋର୍ଟ

ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଓହରିଲା ରୁଷ

ଚୀନରେ ଠାବ ହେଲା ଡାଇନୋସର୍‍ ପୂର୍ଣ୍ଣାଙ୍ଗ କଙ୍କାଳ ; ଜୀବାଶ୍ମର ପ୍ରାୟ ୭୦% ଅକ୍ଷତ ରହିଛି

ଭାରତର ଏମଏସଏମଇ ବିକାଶ ପାଇଁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର

୧୦୦ କିଲୋମିଟର ଚାଲିଲା ମହାବଳ ବାଘ ; ନଦୀ, ନାଳ ପାରହୋଇ ପହଞ୍ଚିଲା ବାଂଲାଦେଶରେ

ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରସଙ୍ଗ: ପାକିସ୍ତାନ ରହିଲା ‘ବର୍ଦ୍ଧିତ ପରବର୍ତ୍ତୀ ପଦକ୍ଷେପ’ ତାଲିକାରେ

ଅଧିକ ବିପଜ୍ଜନକ ହେବ ମୌସୁମୀ ; ପୂର୍ବାପେକ୍ଷା ବୃଦ୍ଧିପାଇବ ଆର୍ଦ୍ରତା

ଆନ୍ତର୍ଜାତିକ କ୍ରିକେଟ୍‌ରୁ ରବିନ୍‍ସନ ନିଲମ୍ବିତ

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌, ଅକ୍ଟୋବର ୧୫ରେ ଫାଇନାଲ

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories