www.samajalive.in
Sunday, December 7, 2025
15.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଦେଶ ବିଦେଶ ଖବର
ନୂଆଦିଲ୍ଲୀ: 
ବିଶେଷଜ୍ଞଙ୍କ ଦାବି; ପାଣିରୁ ଶରୀରକୁ ବ୍ୟାପେନାହିଁ କରୋନା, ନଦୀରେ ଗାଧୋଇଲେ କି ଜଳ ପିଇଲେ ନାହିଁ ବିପଦ
ନୂଆଦିଲ୍ଲୀ:  ଦେଶରେ ଦିନକରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୭,୦୩,୬୬୫କୁ ବୃଦ୍ଧି ପାଇଛି
ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହକୁ ଟ୍ୟାପ୍‍ ପାଣି ଯୋଗାଅ: ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ:  ଏଠାରେ ପୁନଃନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ସ୍ଥଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫଟୋ ଉତ୍ତୋଳନ ମନା, ଭିଡିଓ ରେକର୍ଡିଂ ମନା’ ବୋଲି  ଲଗାଯାଇଛି ଫଳକ

- Advertisement -

ବେଜିଂ:  ‘କ୍ୱାଡ’ ନିର୍ଦ୍ଦିଷ୍ଟ ଭାବରେ ବେଜିଂ ବିରୁଦ୍ଧରେ ଉଦ୍ଦିଷ୍ଟ: ଚୀନ ବାଂଲାଦେଶକୁ ଦେଇଥିବା ଧମକ ଠିକ୍‍ ବୋଲି କହିଲା

ନୂଆଦିଲ୍ଲୀ:  ଆଶ୍ୱସ୍ତି ଖବର: ଅଗଷ୍ଟ ସୁଦ୍ଧା କୋଭିଡ ଟିକା ଉତ୍ପାଦନ ବୃଦ୍ଧି କରିବେ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ

ଚଣ୍ଡିଗଡ଼:  ବ୍ୟବହାରଯୋଗ୍ୟ ନୁହେଁ ପିଏମ୍‌ କେୟାର୍ସ ପାଣ୍ଠିରେ ମିଳିଥିବା ଭେଣ୍ଟିଲେଟର
ଜେନେଭା:  କରୋନା ସତର୍କତା ଜାରିରେ ବିଳମ୍ବ କରିଥିଲା ‘ହୁ’

ତିରୁଅନନ୍ତପୁରମ୍‌:  କେରଳ ଫେରାଇଲା ଲକ୍ଷେ ରେମ୍‌ଡିସିଭିର

ନୂଆଦିଲ୍ଲୀ:  ସେପ୍ଟେମ୍ବରରେ ଆଇପିଏଲ୍‍ର ଅବଶିଷ୍ଟ ମ୍ୟାଚ୍‍ ସମ୍ଭବ?

ହାଇଦରାବାଦ୍‌ : ସିଙ୍ଗାପୁର ଓପନ ବାତିଲ

ରାଜ୍ୟ ଖବର

ରାଜ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୦ ହଜାର ୬୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି ପାଇଛି

୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୨୫୧ରେ ପହଞ୍ଚିଛି

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: କରୋନା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମେ ୨୩ ପର୍ଯ୍ୟନ୍ତ ୬ ଯୋଡା ମେମୁ ରେଳ ଉଭୟ ଦିଗରୁ ବାତିଲ  ନିଆଯାଇଛି ନିଷ୍ପତ୍ତି

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୬୦୪ଟି ଟ୍ୟାଙ୍କର୍‍ ଯୋଗେ ୧୧୧୨୧.୪୧୯ଟନ୍‍ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି

ବୁର୍ଲା: ବର୍ତ୍ତମାନ ବୁର୍ଲା ଭିମସାରରେ ଦୁଇଗୋଟି କୋଭିଡ଼ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେହି ଅନୁପାତରେ କରୋନା ରୋଗୀଙ୍କ ମୃତ୍ୟୁ ଘଟି ଚାଲିଛି

ଭୁବନେଶ୍ୱର: ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ନିଯୁକ୍ତି ପାଇଁ ଦିଆଯାଇଥିବା ପ୍ରସ୍ତାବ ଆଧାରରେ ଓଡ଼ିଶା ଲୋକସେବା ଆୟୋଗ ନିଯୁକ୍ତି ପାଇଁ ୭୮୬ ଡାକ୍ତରଙ୍କ ନାମ ସୁପାରିସ କରିଛି।

ରାଜ୍ୟରେ ଆଜି ସୁଦ୍ଧା ୬୫ ଲକ୍ଷ ୨୨ ହଜାର ୮୦୯ ହିତାଧିକାରୀ ଟିକା ନେଲେଣି

ଭୁବନେଶ୍ୱର: ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଗ୍ରୀଷ୍ମ ଛୁଟି ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସୁପାରିସ କରାଯାଇଛି

ଭୁବନେଶ୍ବର: ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପସଂସ୍ଥାକୁ ପ୍ରୋତ୍ସାହନ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories