www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ନୂଆ ମହାକାଶ କେନ୍ଦ୍ରକୁ ଗଲେ ଚୀନର ପ୍ରଥମ ତିନି ମହାକାଶଚାରୀ

ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ

- Advertisement -

ଦେଶରେ ଦିନକରେ ଆଉ ୬୭ ହଜାର ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୦୦,୩୧୩କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୨,୩୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୮୧,୯୦୩

୨୪ ଘଣ୍ଟାରେ ଆଉ ୧,୦୩,୫୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୪,୯୧,୬୭୦

୮,୨୬,୭୪୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୩୪୭୧କୁ ବୃଦ୍ଧି

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୬୯ ଏବଂ ସ୍ଥାନୀୟ ସଂକ୍ରମିତ ୧୫୬୨

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୩୪୭୧କୁ ବୃଦ୍ଧି

ପୁରୀ ଜିଲା କୋଭିଡ ହସ୍ପିଟାଲର ନୋଡାଲ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ପଣ୍ଡାଙ୍କ କରୋନାରେ ଅକାଳ ବିୟୋଗ

କାମାକ୍ଷାନଗରରେ ଗୁଳିକାଣ୍ଡ ଘଟଣା ; ଜଣେ ମୃତ

ଲିବ୍ୟା ଉପକୂଳରୁ ୨୦୦୦ରୁ ଅଧିକ ବେଆଇନ ଦେଶାଟନକାରୀ ଉଦ୍ଧାର

ମୁହଁ ଖୋଲିଲେ ମାଇକେଲ ଜ୍ୟାକସନଙ୍କ ଝିଅ ପ୍ୟାରିସ ଜ୍ୟାକସନ ; ପାପାରାଜିଙ୍କ ପାଇଁ ସେ ଦୀର୍ଘକାଳ ମାନସିକ ଅବସାଦ ଭୋଗିଛନ୍ତି

ସୀମାରେ ଧରାପଡିଲେ ୫ ବାଂଲାଦେଶୀ; ଲୁଚିଛପି ଭାରତ ଆସୁଥିଲେ

ପୁଟିନଙ୍କ କଥାକୁ ଭରସା କଲେ ବାଇଡେନ ; ରୁଷିଆ ଆଉ ନୂଆ ଶୀତଳ ଯୁଦ୍ଧ ଚାହୁଁନଥିବା କହିଲେ

ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ମିଳିଲା ଅନୁମତି

ହକି ଓଡ଼ିଶା ପରିଚାଳନା ଲାଗି ୫ ଜଣିଆ ଆଡ୍‌ ହକ୍‌ କମିଟି, ଓଡ଼ିଶାରୁ ୪ ପ୍ରତିିନିଧି

ପୁଟିନଙ୍କ କଥାକୁ ଭରସା କଲେ ବାଇଡେନ ; ରୁଷିଆ ଆଉ ନୂଆ ଶୀତଳ ଯୁଦ୍ଧ ଚାହୁଁନଥିବା କହିଲେ

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ୪ର୍ଥରେ ବିରାଟ, ୨ୟରେ ଅଶ୍ବିନ ଓ ଜାଡେଜା

ଟଙ୍କା ପାଇଁ ରୋଗୀକୁ ହତ୍ୟା କଲେ ଡାକ୍ତରଖାନା କର୍ମଚାରୀ

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏସିବିଏସପିର ଦକ୍ଷିଣ ପୂର୍ବ ଏସିଆ ଅଧ୍ୟକ୍ଷ ନିଯୁକ୍ତ

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories