www.samajalive.in
Sunday, December 7, 2025
23.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ତାହା ପୁଣି ବୃଦ୍ଧି ପାଇଛି; ଗୋଟିଏ ଦିନରେ ରାଜ୍ୟରୁ ୬୦୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ , ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ; ନୂଆକରି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୩୯୭ ଏବଂ ସ୍ଥାନୀୟ ସଂକ୍ରମିତ ୨୬୨୨ ଜଣ ରହିଛନ୍ତି

ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୧୨୩ରେ ପହଞ୍ଚିଛି

- Advertisement -

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ଫୁଲବାଣୀ ପୂର୍ତ୍ତବିଭାଗ ରାସ୍ତାର ଝାଡ଼ରଜିଙ୍ଗ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ କାର ପିଟି ହୋଇ ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୨୪ ଘଣ୍ଟାରେ ଆଉ ୯୨,୫୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୮୯,୦୬୯କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ହଜାର ୨୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮ରେ ପହଞ୍ଚିଛି

ସୁପ୍ରିମକୋର୍ଟ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ସପକ୍ଷରେ ପ୍ରଧାନ ବିଚାରପତି
ଭାରତକୁ ଫେରିବ ଚିତା ; ଅର୍ଦ୍ଧ ଶତାବ୍ଦୀ ପରେ ଭାରତୀୟ ଭୁଖଣ୍ଡରେ ଦେଖିବାକୁ ମିଳିବ

ମିଡିଆ ହାଉସ ଖୋଲିବେ ପାକିସ୍ତାନ ଓ ଚୀନ ; ପାଶ୍ଚାତ୍ୟର ସୂଚନା ବିସ୍ତାରବାଦ ନୀତିର କରିବେ ମୁକାବିଲା

ଜାମ୍ମୁ କାଶ୍ମୀରର ଦୁର୍ଗମ ଗ୍ରାମରେ ୧୦୦% ଟିକାକରଣ; ଭାରତରେ ପ୍ରଥମ

ବୋଡା ବିଦ୍ରୋହୀଙ୍କ ପାଇଁ ୧୬୦ କୋଟିର ପ୍ୟାକେଜ ; ପୁନର୍ବାସ ପ୍ୟାକେଜକୁ ଆସାମ ସରକାରଙ୍କ ଅନୁମୋଦନ

ଜୁନ ଶେଷସୁଦ୍ଧା ଖୋଲିବ ବନିହାଲ-କାଜିଗଣ୍ଡ୍‍ ଟନେଲ ; ୮.୫ କିଲୋମିଟର ଦୀର୍ଘ ଟନେଲ ଶୀତ ଋତୁରେ ହେବ ଯୋଗାଯୋଗ ଜୀବନରେଖା

ହାତ ମିଳାଇବା ଆଳରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା

ଟାଟା ସନ୍ସ ବୋର୍ଡରେ ଯୋଗଦେବେ ନୋଏଲ ଟାଟା ; ରତନ ଟାଟାଙ୍କ ସାବତ ଭାଇ ନୋଏଲ

କାଳ ହେଲା ‘ମକ୍‌ ଡ୍ରିଲ୍‌’, ଅମ୍ଳଜାନ ନପାଇ ୨୨ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ, ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ବନ୍ଦ କର

ଯୁବ ଲେଖକଙ୍କ ପାଇଁ ‘ଯୁବା’ ଯୋଜନା, ୭୫ ଲେଖକଙ୍କୁ ମିଳିବ ୫୦ହଜାର ଲେଖାଏଁ ଭତ୍ତା

ଘରୋଇ ଡାକ୍ତରଖାନା ପାଇଁ ଟିକା ମୂଲ୍ୟ ଧାର୍ୟ୍ୟ – କୋଭିସିଲ୍ଡ ୭୮୦, କୋଭାକ୍ସିନ ୧୪୧୦ ଓ ସ୍ପୁଟନିକ-ଭି ୧୧୪୫ ଟଙ୍କା

ବାବା କା ଢାବା ଦେବାଳିଆ; ନୂଆ ରେଷ୍ଟୁରାଣ୍ଟ ବନ୍ଦ

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories