www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

କାଶ୍ମୀରରେ ଦୁଇ ବିହାରୀ ଶ୍ରମିକଙ୍କ ହତ୍ୟାକାରୀ ଆତଙ୍କି ନିପାତ

କ୍ରୁଜ ନିଶା ସେବନ ମାମଲା: ଏନସିବି ସାକ୍ଷୀ କେ ପି ଗୋସାଭି ଗିରଫ

- Advertisement -

ରାଜ୍ୟରେ ୨୪ ଘଣ୍ଟାରେ ୪୧୨ ନୂଆ ଆକ୍ରାନ୍ତ ଚିହ୍ନଟ

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୩୭ ଓ ସ୍ଥାନୀୟ ସଂକ୍ରମିତ ୧୭୫ ଜଣ

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୩ ଜଣ ରହିଛନ୍ତି

ବାଲେଶ୍ୱର ଜିଲାରୁ ୧୧, ବରଗଡ ୫, ଭଦ୍ରକ ୬, ବଲାଙ୍ଗିର ୧, କଟକ ୪୬, ଦେବଗଡ ୭, ଢେଙ୍କାନାଳ ୪, ଗଜପତିରୁ ୪ ଚିହ୍ନଟ

ଗଞ୍ଜାମରେ ୨, ଜଗତସିଂହପୁର ୧୦, ଯାଜପୁର ୧୧, ଝାରସୁଗୁଡା ୧, କଳାହାଣ୍ଡି ୩, କେନ୍ଦ୍ରାପଡା ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୧୮୯, କୋରାପୁଟରୁ ୨ ଜଣ ଚିହ୍ନଟ

ମାଲକାନଗିରି ୧, ମୟୁରଭଞ୍ଜ ୧୪, ନୂଆପଡା ୬, ପୁରୀ ୧୧, ରାୟଗଡା ୪, ସମ୍ବଲପୁର ୮, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ ୩୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୪୭୪୭ ଜଣ ସକ୍ରିୟ କରୋନା ରୋଗୀ ରହିଥିବା ଜଣାଯାଇଛି

ଦେଶରେ ଚିହ୍ନଟ ହେଲେ ୧୬,୧୫୬ ନୂଆ ଆକ୍ରାନ୍ତ; ୭୩୩ ମୃତ

ସେହି ସମୟ ମଧ୍ୟରେ କରୋନାରୁ ୧୭,୦୯୫ ଜଣ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୬,୧୪,୪୩୪ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୬୦,୯୮୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଦୈନିକ ସଂକ୍ରମଣ ହାର ୧.୨୫% ଏବଂ ସାପ୍ତାହିକ ହାର ୧.୧୯%

କରୋନାରୁ ସୁସ୍ଥତା ହାର ୯୮.୨% ରହିଥିବା ଜଣାଯାଇଛି

ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ୬୦.୪୪ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ସୁଦ୍ଧା ୧୦୪.୦୪ କୋଟି ପାନ ଟିକା ଦିଆଯାଇଛି

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories