www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆଜି ପିପିଲି ଉପନିର୍ବାଚନ ପାଇଁ ସକାଳ ୭ଟାରୁ ୩୪୮ଟି କେନ୍ଦ୍ରରେ ମତଦାନ ଆରମ୍ଭ, ମତାଧିକାର ସାବ୍ୟସ୍ତ କରିବେ ୨ଲକ୍ଷ ୨୯ ହଜାର ୯୯୮ ଭୋଟର, ଅକ୍ଟୋବର ୩ରେ ଭୋଟଗଣତି

ପିପିଲି ଉପନିର୍ବାଚନ ପାଇଁ ୨ ହଜାର ପୁଲିସ କର୍ମଚାରୀ ଓ ୨୨୦୦ ଅଧିକାରୀ ସମେତ ରାଜ୍ୟ ପୁଲିସର ୨ ହଜାର, ୩ କମ୍ପାନି କେନ୍ଦ୍ରୀୟ ଫୋର୍ସ ଓ ୩୨ଟି ମୋବାଇଲ ଟିମ୍ ମୁତୟନ

- Advertisement -

ଭବାନିପୁରରେ ମତଦାନ ଆରମ୍ଭ ; ଟିଏମସି କର୍ମୀଙ୍କ ଦ୍ୱାରା ଭୋଟିଂ ମେସିନ ବନ୍ଦ ଉଦ୍ୟମ ଅଭିଯୋଗ; ବିହାର ପଞ୍ଚାୟତ ନିର୍ବାଚନରେ ହିଂସା; ସୀତାମଢିରେ ବୁଥ୍‌ ଭଙ୍ଗାରୁଜା

ପିପିଲି : ପିପିଲି ବିଧାନସଭା ଉପନିର୍ବାଚନ ; ସକାଳ ୯ଟା ସୁଦ୍ଧା୭.୮% ମତଦାନ ; ୩୪୮ ଟି ବୁଥରୁ ୨୦୧ଟି ବୁଥ ସମ୍ବେଦନଶୀଳ ଚିହ୍ନଟ

ପୁଣି ବଢିଲା; ଦେଶରେ ୨୩,୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦୁଇଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହୁଥିବାବେଳେ ବୁଧବାର ତାହା ପୁଣିି ୨୩ ହଜାର ଟପିଛି

ମୋଟ ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରୁ ୦.୮୨% ସଂକ୍ରମିତ ବାହାରୁଛନ୍ତି

ଦୈନିକ ସଂକ୍ରମଣ ହାର ୧.୫୬% ଏବଂ ସାପ୍ତାହିକ ସଂକ୍ରମଣ ୧.୭୪% ରହିଛି

ସେହି ସମୟରେ ଦେଶରେ ଆରୋଗ୍ୟ ହାର ୯୭.୮୫% ରହିଥିବା ଜଣାଯାଇଛି

ବୁଧବାର ସଂଧ୍ୟାସୁଦ୍ଧା ଦେଶରେ ୮୮.୩୪ କୋଟି ପାନ ଟିକାଦାନ କରାଯାଇଛି

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୦୨ କରୋନା ସଂକ୍ରମିତ

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୫୩ ଓ ସ୍ଥାନୀୟ ସଂକ୍ରମିତ ୨୪୯ ଜଣ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ପିଲା ୯୬ ଜଣ

ଅନୁଗୁଳ ଜିଲାର ୧୧, ବାଲେଶ୍ୱର ୨୧, ବରଗଡ ୨, ଭଦ୍ରକ ୫, କଟକରେ ୫୪ ଜଣ ଚିହ୍ନଟ

ଦେବଗଡରୁ ୧୭, ଗଞ୍ଜାମ ୧, ଜଗତସିଂହପୁର ୧୮, ଯାଜପୁରରେ ୨୪ ଚିହ୍ନଟ ହୋଇଛନ୍ତି

ଝାରସୁଗୁଡା ଜିଲାରେ ୨, କନ୍ଧମାଳ ୧, କେନ୍ଦ୍ରାପଡା ୬, ଖୋର୍ଦ୍ଧାରେ ୨୮୩, କୋରାପୁଟରେ ୪ ଚିହ୍ନଟ

ମୟୁରଭଞ୍ଜ ଜିଲାରେ ୩୧, ନୟାଗଡ ୧, ନୂଆପଡା ୧, ପୁରୀ ୨୧ ଓ ରାୟଗଡାରେ ୪ ଜଣ ଚିହ୍ନଟ

ସମ୍ବଲପୁର ଜିଲାରେ ୧୩, ସୋନପୁର ୧, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୬୭ ଚିହ୍ନଟ

ଦିନକ ମଧ୍ୟରେ ରାଜ୍ୟରେ ୪୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୫୬୪୨ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories