www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱଚ୍ଛ ଓ ସୁନ୍ଦର ଗାଁ ଦୋରାଗୁଡା

କୋରାପୁଟ : କୋରାପୁଟ ଜିଲାର ଦୋରାଗୁଡା ଏକ ସ୍ୱଚ୍ଛ ଓ ସୁନ୍ଦର ଗ୍ରାମର ମାନ୍ୟତା ପାଇଛି। ଦୋରାଗୁଡା ଗ୍ରାମ ଡଙ୍ଗରପାଉଁସୀ କୁନ୍ଦୁରା ବ୍ଲକ ଏକ ସ୍ୱଚ୍ଛ ଓ ସୁନ୍ଦର ଗ୍ରାମର ଉଦାହରଣ ସାଜିଛି। ସ୍ଥାନୀୟବାସୀ କହିଛନ୍ତି, ଶୌଚାଳୟ ହେବା ଦ୍ୱାରା ସେମାନଙ୍କ ଅନେକ ସମସ୍ୟା ଦୂର ହେବା ସହ ବର୍ଷା ଦିନରେ ଭୋଗୁଥିବା ସମସ୍ୟାରୁ ମୁକ୍ତି ମିଳିଛି। ଜନ୍ତୁଙ୍କ ଆକ୍ରମଣରୁ ମଧ୍ୟ ରକ୍ଷା ମିଳୁଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories