www.samajalive.in
Saturday, December 6, 2025
26.1 C
Bhubaneswar

ଭିନ୍ନ ଉପାୟରେ ଅହିରାଜକୁ କାବୁ କଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାପକୁ ଅନେକ ଲୋକ ଭୟ କରନ୍ତି । କିନ୍ତୁ କିଛି ସାହସୀ ଲୋକ ଅଛନ୍ତି, ଯେଉଁମାନେ ସାପକୁ ଖାଲି ହାତରେ ମଧ୍ୟ ଧରିପକାନ୍ତି । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ଅହିରାଜକୁ ବଶ କରିଦେଉଛନ୍ତି ।

- Advertisement -

ଆପଣ ଅନେକ ଲୋକଙ୍କୁ ବଶୀକରଣ କରୁଥିବା ଦେଖିଥିବେ । କିନ୍ତୁ ଆପଣ କେବେ ସାପକୁ ବଶୀକରଣ କରାଯାଉଥିବା ଦେଖିନଥିବେ । ଏହି ଭାଇରାଲ ଭିଡିଓରେ ତାହା ହିଁ ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ସିଗାରେଟ୍ ଟାଣି ଧୁଆଁ ଅହିରାଜ ଫଣା ଆଡେ ଛାଡୁଛନ୍ତି । ଏହା ପରେ ସାପଟି ଧିରେ ଧିରେ ଅନ୍ୟଆଡେ ମୁହଁ କରୁଛି । ଶେଷରେ ଲୋକଟି ଅହିରାଜକୁ ଧରିପକାଉଛି । ଭିଡିଓ ଦେଖି ସମସ୍ତେ ଚକିତ ହେଉଛନ୍ତି । ଭିଡିଓକୁ ସମସ୍ତେ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories