www.samajalive.in
Tuesday, December 9, 2025
16.1 C
Bhubaneswar

ଲୋକପାଳ ଚୟନ କମିଟି ବୈଠକରେ ଯୋଗ ଦେବେନି ଖାଡ଼ଗେ

ନୂଆଦିଲ୍ଲୀ: ଗଣତନ୍ତ୍ରରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ କରି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଲୋକପାଳ ଚୟନ କମିଟି ବୈଠକରେ ଯୋଗ ଦେବାକୁ କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି ଯେ ଲୋକପାଳ ଚୟନ ପ୍ରକ୍ରିୟାରେ ବିଶେଷ ଭାବେ ନିମନ୍ତ୍ରିତ ବ୍ୟକ୍ତିଙ୍କର କୌଣସି ଅଧିକାର ନ ଥାଏ ତେଣୁ ଏଭଳି ଏକ ପ୍ରକ୍ରିୟାରେ ସେ ଯୋଗ ଦେବେ ନାହିଁ। ଖାଡ଼ଗେ କହିଛନ୍ତି, ୨୦୧୪ ପରେ କେନ୍ଦ୍ର ସରକାର ଲୋକପାଳ ଅଧିନିୟମରେ ଏକକ ସଂଖ୍ୟାଗରିଷ୍ଠ ବିରୋଧୀ ଦଳ ନେତାଙ୍କୁ ଚୟନ ପ୍ରକ୍ରିୟାରେ ପ୍ରତ୍ୟେକ୍ଷ ଭାବେ ସାମିଲ ନେଇ ସଂଶୋଧନ କରିନାହାନ୍ତି। ୨୦୧୮ ମସିହା ଫେବୃଆରୀ ୨୮ ପରଠାରୁ ବସିଥିବା ୬ଟି ବୈଠକରେ ସେ ଯୋଗ ଦେଇଥିବା ବେଳେ ସପ୍ତମ ବୈଠକରେ ଯୋଗ ଦେବେ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories