www.samajalive.in
Monday, December 8, 2025
14.1 C
Bhubaneswar

ଦନ୍ତାହାତୀର ଉପଦ୍ରବ ; ଭାଙ୍ଗିଲା ମେଡିକାଲ୍ ପାଚେରୀ

କାମାକ୍ଷାନଗର : ସାନ୍ଦା ପୁଲିସ ଫାଣ୍ଡିରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି। କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ବ୍ଲକ ମହାବିରୋଡରେଞ୍ଜ ଡେହଡୁଳ ସେକ୍ସନ କୁମୁସି ମେଡ଼ିକାଲ ଛକ ଠାରେ ସବୁ ଦିନ ଭଳି ଜନ ଗହଳି ଥିବା ବେଳେ ଗତକାଲି ଅପରାହ୍ଣ ୫ଟା ସମୟରେ ଏକ ଦନ୍ତାହାତୀ ପଶି ଆସିଥିଲା। ସାନ୍ଦା ପୁଲିସ ଫାଣ୍ଡି ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଥିବା ସହ ଲୋକେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲୋକଙ୍କ ପାଟି ତୁଣ୍ଡ ହୋହାଲ୍ଲାରେ ହାତୀ ସେଠାରୁ ଯାଇ କୁମୁସି ମେଡ଼ିକାଲ ମୁଖ୍ୟ ଫାଟକରେ ପଶି ମେଡିକାଲ୍ ପାଚେରୀ ଭାଙ୍ଗି ବାହାରକୁ ଚାଲିଯାଇଛି । ପୂର୍ବରୁ କନ୍ଧରସିଂହା,ଆଇଟିଆଇ, କଟାବାହାଳ ମେଡିକାଲ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ଦନ୍ତାହାତୀ ପାଇଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ପକ୍ଷରୁ ସୋଲାର ତାର ବାଡ଼ର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories