ଭିଜିଲାନ୍ସ ଜାଲରେ ଫସିଲେ ଝାରସୁଗୁଡା ସିଡିପିଓ ଆମ ଓଡ଼ିଶାଝାରସୁଗୁଡାନିଉଜ ଆଲର୍ଟ By Samaja Digital (SM) On Aug 5, 2023 Share ଝାରସୁଗୁଡା : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସରକାରୀ ଅଧିକାରୀ। ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦,୦୦୦ ଲାଞ୍ଚ ନେଉଥିଲେ। ଘଟଣାର ତଦନ୍ତ ଜାରି ରହିଛି। jharsuguda news odia news odisha news Share FacebookTwitterWhatsApp
Comments are closed.