www.samajalive.in
Tuesday, December 9, 2025
16.1 C
Bhubaneswar

କିଛି ସମୟର ଅପେକ୍ଷା; କିଏ ପିନ୍ଧିବ ଆଇପିଏଲ-୧୨ର ମୁକୁଟ

ହାଇଦ୍ରାବାଦ : ଆଉ କିଛି ସମୟର ପରେ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭର ଫାଇନାଲ ମ୍ୟାଚ। ଆଇପିଏଲ-୧୨ର ଏହି ଫାଇନାଲ ମ୍ୟାଚକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଚେନ୍ନଇ ସୁପର କିଙ୍ଗସ୍‍ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚ ରବିବାର ସନ୍ଧ୍ୟା ୭.୩୦ରେ ଖେଳାଯିବ। ଉଭୟ ଦଳ ପୂର୍ବରୁ ୩ଟି ଲେଖାଁଏ ଆଇପିଏଲ ଟ୍ରଫି ଜିତି ସାରିଥିବା ବେଳେ ୪ର୍ଥ ମୁକୁଟ ଜିତିବା ପାଇଁ ଉଭୟ ଦଳ ପ୍ରାଣମୁର୍ଚ୍ଛା ଚେଷ୍ଟା କରିବେ।
ସେହିପରି ମୁମ୍ବଇ ରୋହିତ ଶର୍ମାଙ୍କ ଅଧିନାୟକରେ ପଡିଆକୁ ଓହ୍ଲାଉଥିବା ବେଳେ ଚେନ୍ନଇ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକରେ ପଡିଆକୁ ଓହ୍ଲାଇଛି। ମୁମ୍ବଇର ଧୂଆଁଧାର ବ୍ୟାଟ୍ସମାନ ହାର୍ଦ୍ଧିକ ପାଣ୍ଡ୍ୟା, ଯୁବରାଜ ସିଂହ, କିରଣ ପୋଲାର୍ଡ ଆଦି ରହିଛନ୍ତି। ସେହିପରି ଚେନ୍ନଇର ସୁରେଶ ରାଇନା, ଅମ୍ବାତି ରାୟୁଡୁ, ସେନ ୱାଟସନ ଆଦି ଖେଳାଳି ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories