www.samajalive.in
Monday, December 8, 2025
20.1 C
Bhubaneswar

ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ୍ : ଉଦଘାଟନୀ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ

ସିଡନୀ: ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଜିର ଉଦଘାଟନୀ ମ୍ୟାଚରେ କଙ୍ଗାରୁ ଦଳ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଛି। ଏହି ମ୍ୟାଚଟି ଅଷ୍ଟ୍ରେଲିଆର ସିଡ଼ନୀରେ ଖେଳାଯାଉଛି। ୧୪ଓଭର ​‌ଶେଷ ସୁଦ୍ଧା ଭାରତୀୟ ମହିଳା କ୍ରିକେଟ୍ ଦଳ ୮୯ରନ କରି ବହୁମୂଲ୍ୟ ତିନୋଟି ୱିକେଟ ହରାଇଛି।
ସ୍କ୍ୱାଡ୍‌
ଭାରତ: ତାନିଆ ଭାଟିଆ (ୱିକେଟକିପର), ହର୍ଲୀନ୍ ଦେଓଲ, ରାଜେଶ୍ୱରୀ ଗାଏକ୍ୱାଡ୍‌, ରିଚା ଘୋଷ, ହରମନପ୍ରୀତ କୌର୍ (କ୍ୟାପଟେନ୍‌), ବେଦା କ୍ରିଷ୍ଣମୂର୍ତ୍ତୀ, ସ୍ମୃତି ମନ୍ଧାନା, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ଶେଫାଳି ବର୍ମା, ପୁନମ ଯାଦବ, ରାଧା ଯାଦବ।
ଅଷ୍ଟ୍ରେଲିଆ: ଏରିନ୍ ବର୍ନସ୍‌, ନିକୋଲା କ୍ୟାରୀ, ଆଶଲେ ଗାର୍ଡନର୍‌, ରାଚେଲ୍ ହାନେସ୍ (ଭାଇସ୍‌-କ୍ୟାପଟେନ୍‌), ଆଲିସା ହିଲୀ (ୱିକେଟକିପର), ଜେସ୍ ଜୋନାସେନ, ଡେଲିସା କିମିନ୍ସ, ମେଗ୍ ଲାନିଙ୍ଗ୍ (କ୍ୟାପଟେନ୍‌), ସୋଫି ମୋଲିନକ୍ସ, ବେଥ୍ ମୁନୀ, ଏଲିସ୍ ପେରୀ, ମେଗାନ୍ ସ୍କଟ୍‌, ଆବାବେଲ୍ ସଦରଲ୍ୟାଣ୍ଡ୍‌, ଜର୍ଜିଆ ୱାରେହାମ୍।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories