www.samajalive.in
Monday, December 8, 2025
20.1 C
Bhubaneswar

୨୦୨୦-୨୧ରେ ଅର୍ଥନୀତି ୧୧% ଖସିବ

ନୂଆଦିଲ୍ଲୀ  :ଦେଶରେ କରୋନା ସଂକ୍ରମଣ ଖୁବ୍‌ ଜୋରରେ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ​ରେ ୨୦୨୦-୨୧ରେ ଦେଶର ଅର୍ଥନୀତିରେ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୧୧% ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି। ଏ ନେଇ ଚେତାଇ ଦେଇଛି ରେଟିଂ ଏଜେନ୍ସି ଇକ୍ରା। ପୂର୍ବରୁ ଏଜେନ୍ସି ଭାରତର ଜିଡିପିରେ ୯% ହ୍ରାସ ଘଟିବା ନେଇ ପୂର୍ବାନୁମାନ କରିଥିଲା। ଏବେ ଏଜେନ୍ସି ଏଥିରେ ସଂଶୋଧନ କରିଛି।
ସୂଚନାଯୋଗ୍ୟ, କୋଭିଡ୍‌-୧୯ ପାଇଁ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧିରେ ୧୪% ହ୍ରାସ ଘଟିବାକୁ ଯାଉଥିବା ​ଆ‌ର୍ଥିକ ​କ୍ଷେତ୍ରର ​‌କେ​ତେକ ବିଶେଷଜ୍ଞ ପୂର୍ବରୁ ଆକଳନ କରିଥିଲେ। ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଅଭିବୃଦ୍ଧିରେ ୨୩.୯% ହ୍ରାସ ଘଟିଥିଲା। ତେବେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସରେ ଜିଡିପିରେ ୧୨.୪% ହ୍ରାସ ଘଟିବାକୁ ଥିବା ଏଜେନ୍ସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories