ରାୟଗଡ଼ା : ରାୟଗଡା ବିଷମକଟକ ଥାନା ଅନ୍ତର୍ଗତ ଝିମିରିଗୁଡ଼ା ନିକଟରେ ଦୁର୍ଘଟଣାରେ ପରେ ସ୍ଥାନୀୟଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଟ୍ୟାଙ୍କର ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହୋଇଛି। ଯୁବତୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକେ ରାୟଗଡା-ବିଷମକଟକ ରାସ୍ତା ଅବରୋଧ କରିଛନ୍ତି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
Popular Categories



