www.samajalive.in
Monday, December 8, 2025
27.1 C
Bhubaneswar

ମହାମୁକାବିଲା ; ବୋଲିଂ କରିବ ଭାରତ, ଖେଳିବେ ଶୁବମନ ଗିଲ୍‌‌

ନୂଆଦିଲ୍ଲୀ : ବିଶ୍ୱକପ୍‌‌ କ୍ରିକେଟ୍‌‌। ଆଜି ଅହମ୍ମଦାବାଦରେ ଭାରତ-ପାକିସ୍ତାନ ଟକ୍କର। ଟସ୍‌‌ ଜିତି ଭାରତ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି। ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ଇଶାନ କିଶାନଙ୍କ ସ୍ଥାନରେ ଶୁବମନ ଗିଲ୍‌‌ ଖେଳିବେ। ଆଜି ରୋହିତ ଶର୍ମା, ଶୁବମନ ଗିିଲ୍‌‌, ବିରାଟ କୋହଲି, ରାହୁଲ, ପାଣ୍ଡ୍ୟା, ଜାଡେଜା, ଶାର୍ଦ୍ଦୁଲ, କୁଳଦୀପ, ବୁମରା, ଶ୍ରେୟସ ଆୟର, ମହମ୍ମଦ ସିରାଜ ଖେଳିବେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories