ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟ୍। ଆଜି ପୁଣେରେ ଭାରତ-ବାଂଲାଦେଶ ଟକ୍କର। ଟସ୍ ଜିତି ବାଂଲାଦେଶର ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେବା ସହ ଭାରତ ବୋଲିଂ କରିବ। ଚୂଡାନ୍ତ ଭାରତର ଏକାଦଶ ଅପରିବର୍ତ୍ତିତ ରହିଛି। ଆହତ ହେତୁ ବାଂଲାଦେଶ ଅଧିନାୟକ ସାକିବ ଖେଳିବେ ନାହିଁ। ସାକିବଙ୍କ ସ୍ଥାନରେ ନାଜମୁଲ୍ ସାଣ୍ଟୋ ନେତୃତ୍ୱ ନେବେ।
Popular Categories



