www.samajalive.in
Monday, December 8, 2025
27.1 C
Bhubaneswar

କ୍ରିକେଟ ବିଶ୍ବକପ – ରନ୍‌ରେ ସଚିନ ଆଗରେ

ଅହମ୍ମଦାବାଦ୍‌: ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ୭ଥର ମୁହଁାମୁହିଁ ହୋଇଛନ୍ତି।ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭାରତ ପକ୍ଷରୁ ସଚିନ ତେନ୍ଦୁଲକର ୫ଟି ମ୍ୟାଚ ଖେଳି ୩୧୩ରନ କରି ଆଗରେ ରହିଥିବାବେଳେ ବିରାଟ କୋହଲି ୩ଟି ମ୍ୟାଚରୁ ୧୯୩ରନ, ପାକିସ୍ତାନ ସୟଦ ଅନ୍‌ୱାର ୩ଟି ମ୍ୟାଚରୁ ୧୮୫ରନ,ରୋହିତ ଶର୍ମା ୨ଟି ମ୍ୟାଚରୁ ୧୫୫ରନ, ମିସ୍‌ବା ଉଲ୍‌ ହକ୍‌ ୨ଟି ମ୍ୟାଚରୁ ୧୩୨ରନ କରିଛନ୍ତି। ୨୦୧୧ ବିଶ୍ବକପ ସେମିଫାଇନାଲରେ ବିରାଟ ୯, ୨୦୧୫ ବିଶ୍ବକପର ଆଡିଲେଡ୍‌ରେ ୧୦୭ ଓ ୨୦୧୯ ବିଶ୍ବକପର ଲିଗ୍‌ ମ୍ୟାଚରେ ୭୭ରନ କରିଥିଲେ। ୨୦୧୯ରେ ରୋହିତ ଶର୍ମା ୧୪୦ ଓ ୨୦୧୫ ବିଶ୍ବକପରେ ୧୫ରନ କରିଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories