www.samajalive.in
Tuesday, December 9, 2025
16.1 C
Bhubaneswar

ହ୍ୟୁଣ୍ଡାଇ ଦ ଅଲ୍‍ ନିୟୁ ସାଣ୍ଟ୍ରୋର ବଜାର ପ୍ରବେଶ

ଭୁବନେଶ୍ୱର : ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‍ (ଏଚ୍‍ଏମ୍‍ଆଇଏଲ୍‍)ର ଦ ଅଲ୍‍ ନିୟୁ ସାଣ୍ଟ୍ରୋର ବଜାର ପ୍ରବେଶ କରାଯାଇଛି। ଦେଶର ଲୋକପ୍ରିୟ ପାରିବାରିକ କାର ଦ ଅଲ ନିୟୁ ସାଣ୍ଟ୍ରୋର ୱାର୍ଲ୍ଡ ପ୍ରିମିୟର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଏଚ୍‍ଏମ୍‍ଆଇଏଲ୍‍ରଏମ୍‍ଡି ତଥା ସିଇଓ ୱାଇ.କେ. କୋ କହିଛନ୍ତି ଯେ, ଆଜି ଆମ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। କାରଣ ଏହି ପାରିବାରିିକ କାରର ନାମ ଦ ଅଲ ନିୟୁ ସାଣ୍ଟ୍ରୋ ଭାବେ ମନୋନୟନ କରିଛି। ପ୍ରଥମ ବଜାରରେ ପ୍ରବେଶ ପରଠାରୁ ସାଣ୍ଟ୍ରୋ ଏହାର ବିଭିନ୍ନ ସେଗ୍‍ମେଣ୍ଟ ଜରିଆରେ ଇତିହାସ ସୃଷ୍ଟି କରିଛି। ଆଧୁନିକ ଷ୍ଟାଇଲିସ୍‍ ଟଲ୍‍ ବୟ, ନୂଆ ଏଜ୍‍ର ଟେକ୍ନେ଼ାଲୋଜି, ଗ୍ରାହକ କୈନ୍ଦ୍ରିକ ନିରାପତ୍ତା, ଆରାମଦାୟକ ଏବଂ ପ୍ରିମିୟମ୍‍ କ୍ୟାବିନ୍‍ ଭଳି ବୈଶିଷ୍ଟ୍ୟ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories