www.samajalive.in
Tuesday, December 9, 2025
16.1 C
Bhubaneswar

ଗ୍ରୀଷ୍ମ ପ୍ରବାହ ଜାରି : ୧୦ଟି ସ୍ଥାନରେ ପାରଦ ୪୦ ଉପରେ

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଶୁକ୍ରବାର  ୧୦ ଟି ସ୍ଥାନର ତାପମାତ୍ରା ୪୦.୦ ଡ଼ିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ଆଜିର ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୫ ଡ଼ିଗ୍ରୀ ସେଲସିୟସ ଟିଟିଲାଗଡ ଠାରେ ରେକର୍ଡ କରାଯାଇଛି ।

ଶୁକ୍ରବାର ଟିଟଲାଗଡର ତାପମାତ୍ରା ୪୨.୫ ଡ଼ିଗ୍ରୀ ସେଲସିୟସ ,ତାଳଚେର-୪୨.୦,ବଲାଙ୍ଗୀର – ୪୧.୦, ମାଲକାନଗିରି – ୪୧.୨, ଭବାନୀପାଟଣା- ୪୦.୮, ଅନୁଗୁଳ- ୪୦.୭, ସମ୍ବଲପୁର-୪୦.୨, ସୁବର୍ଣ୍ଣପୁର-୪୦.୦, ବୌଦ୍ଧ-୪୦.୦ ଓ ପାରଳାଖେମୁଣ୍ଡିର ୪୦.୦ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories