www.samajalive.in
Saturday, December 6, 2025
26.1 C
Bhubaneswar

ଅଙ୍ଗୁଳି ରେଖାରୁ ଜାଣନ୍ତୁ ଆପଣଙ୍କର କିଛି ଜଣାଅଜଣା କଥା

ହସ୍ତରେ ଥିବା ବିଭିନ୍ନ ରେଖା ସଭିଁଙ୍କ ବିଷୟରେ କିଛି ଜଣାଅଜଣା କଥା ଜଣାଇଥାଏ। ଏହାସହ ହସ୍ତ ଆଙ୍ଗୁଠିରେ ଥିବା ରେଖାର ଉଚ୍ଚତା, ଆକାର, ଏହାର ଗଠନ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ। ଆଙ୍ଗୁଠି ରେଖାରୁ ବ୍ୟକ୍ତି ବିଷୟରେ ବହୁ କଥା ଜାଣି ହୁଏ। ଜ୍ୟୋର୍ତିବିଦଙ୍କ ମତରେ ଆଙ୍ଗୁଠି ଠାରୁ ବ୍ୟକ୍ତିର ଭବିଷ୍ୟ ବିଷୟରେ ଜଣାପଡ଼ିଥାଏ। ଜାଣନ୍ତୁ ଏ ବିଷୟରେ…..
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ଲମ୍ବା ହୋଇଥାଏ, ସେମାନେ ବହୁତ ଆତ୍ମବିଶ୍ୱାସୀ ଓ ପରିଶ୍ରମୀ ଅଟନ୍ତି।
ଯେଉଁମାନଙ୍କ ଆଙ୍ଗୁଠିର ପ୍ରଥମ ରେଖାଭାଗ ଚଉଡ଼ା ଥାଏ, ସେମାନେ ବହୁ ଜିଦିଆ ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ସମକୋଣ ଆକାରର ହୋଇଥାଏ, ସେମାନେ ଖୁବ ଚତୁର ଓ ବୁଦ୍ଧିମାନ ପ୍ରକୃତିର ଅଟନ୍ତି।
ଯେଉଁମାନଙ୍କ ଆଙ୍ଗୁଠିର ପ୍ରଥମ ରେଖାଭାଗ ଛୋଟ ହୋଇଥାଏ, ସେମାନେ ସର୍ବଦା ଅନ୍ୟ ଉପରେ ଅଧିକ ନିର୍ଭର ହୋଇଥାଆନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ଦ୍ୱିତୀୟ ରେଖାଭାଗ ଲମ୍ବା ହୋଇଥାଏ , ସେମାନେ ଖୁବ ଚତୁର ପ୍ରକୃତିର ଅଟନ୍ତି । ସାମାଜିକ କାର୍ଯ୍ୟରେ ମଧ୍ୟ ମନୋନିବେଶ କରିଥାଆନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ତୃତୀୟ ରେଖାଭାଗ ଅଧିକ ଲମ୍ବା ଅଥବା ସାନ ହୋଇନଥାଏ , ସେମାନେ ଖୁବ ସ୍ନେହୀ ଅଟନ୍ତି। ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସହଜରେ ସମାଧାନ ହୋଇଯାଏ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories