ବନ୍ଧୁକ କାରଖାନା ଠାବ, ଜଣେ ଗିରଫ ଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital (DS) On Oct 30, 2024 Share ନୟାଗଡ : ନୟାଗଡ ସଦର ଥାନା ମାଳିସାହିରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି । କାରଖାନାରେ ଚଢାଉ କରି ପୁଲିସ ୪ଟି ବନ୍ଧୁକ ସହ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି । ଏହା ସହ ଜଣଙ୍କୁ ଗିରଫ କରି ଆଗାମୀ ତଦନ୍ତ ଜାରି ରଖିଛି ପୁଲିସ । Share FacebookTwitterWhatsApp
Comments are closed.