ଗୁଡଭେଲା: ବଲାଂଗୀର ଜିଲ୍ଲା ତୁଷୁରା ପୁଲିସ ପକ୍ଷରୁ ଜାମୁଟ ଗ୍ରାମର ଏକ ଡେଲିନି୍ଡସ ଦୋକାନରେ ଚଢାଉ କରି ବେଆଇନ ଭାବେ ବିକ୍ରି ହେଉଥିବା ୧୦.୮୦୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ବେଆଇନ ବିକ୍ରି ଅଭିଯୋଗରେ ଜାମୁଟ ଗ୍ରାମର ରବିନ୍ଦ୍ର ମଲ୍କିକ (୩୪)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତୁଷୁରା ଥାନାଧିକାରୀସୂଚନା ଦେଇଛନ୍ତି।
Popular Categories



