ଜି.ଉଦୟଗିରି : ଆଜି ସ୍ଥାନୀୟ ଆଦର୍ଶ ଥାନାରେ ନୂତନ ଥାନା ଅଧିକାରୀଣୀ ଭାବେ ରେବତୀ ଶବର ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଟିକାବାଲି ଥାନା ଅଧିକାରୀଣୀ ଭାବେ ଦାୟିତ୍ବ ତୁଲାଇଥିଲେ।ସେ ନିଜ ପ୍ରତିକ୍ରୀୟାରେ ବର୍ତ୍ତମାନର କରୋନା ଦ୍ବିତୀୟ ଲହର ଉଗ୍ର ରୁପ ନେଉଥିବା ବେଳେ ଅମାନିଆଙ୍କୁ ସାବାଡ କରିବା ସହ ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଅ।ଯିବ ବୋଲି ସେ ମତପ୍ରକାଶ କରିଛନ୍ତି। ପୂର୍ବରୁ ଜି.ଉଦୟଗିରି ଥାନାରେ ଅବସ୍ଥାପିତ ଥିବା ଥାନା ଅଧିକାରୀ ନରେଶ କୁମାର ସାହୁଙ୍କୁ ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡିଛି।
Popular Categories



