ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ମଙ୍ଗଳବାର ଦିନ ରାଉରକେଲାରେ ଫ୍ଲାଇଂ ସ୍କ୍ବାଡ ଯାଞ୍ଚ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଲଗେଜକୁ ମଧ୍ୟ ଯାଞ୍ଚ କରାଯାଇଛି। ଫ୍ଲାଇଂ ସ୍କ୍ବାଡ ଟିମ୍ ହେଲିକପ୍ଟର ଯାଞ୍ଚ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରି ସହଯୋଗ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଫ୍ଲାଇଂ ସ୍କ୍ବାଡ ଟିମ୍ଙ୍କୁ ଧନ୍ୟବାଦ ଦେଇଥିଲେ।
Fying squad officials searched #Odisha CM’s helicopter yesterday at Rourkela. @Naveen_Odisha waited in the chopper till the searches were over. Flying squad officials were extended full cooperation @Kalingatv24x7 pic.twitter.com/eeEq1PaF8F
— Soumyajit Pattnaik (@soumyajitt) April 17, 2019



