www.samajalive.in
Sunday, December 7, 2025
15.1 C
Bhubaneswar

ଫ୍ଲିପକାର୍ଟ ସେଲ୍: ଅଧା ଦାମରେ ମିଳିବ ମୋବାଇଲ, ଟିଭି ସବୁକିଛି..

ନୂଆଦିଲ୍ଲୀ : ଫ୍ଲିପକାର୍ଟର ଗ୍ରେଟ୍ ଅଫ୍ ଅଲ୍ ଟାଇମ୍ ସେଲ୍ ଆସୁଛି । ଏହି ସେଲ୍ ସମୟରେ ୟୁଜର୍ ଅନେକ ଦମଦାର ଡିଲ୍, ଅଫର୍ ଓ ରିହାତିର ଫାଇଦା ଉଠାଇପାରିବେ । ଏହା ସହିତ ଏହି ସମୟରେ ଗ୍ରାହକ ପ୍ରାୟ ସମସ୍ତ ସାମଗ୍ରୀକୁ ଅଧା ଦାମରେ କିଣିପାରିବେ ।

ଏହି ସେଲ୍ ସମୟରେ ଆଇଫୋନ୍ ୧୫, ସାମସଙ୍ଗ, ଭିଭୋ, ରେଡମି, ଓ୍ବାନପ୍ଲସ୍ ଭଳି ବ୍ରାଣ୍ଡର ହ୍ୟାଣ୍ଡସେଟକୁ ରିହାତିରେ କିଣିପାରିବେ ଗ୍ରାହକ । ମୋବାଇଲ ଆସେସରିଜ୍ ଏବଂ ଲାପଟପ୍ ଆଦିରେ ମଧ୍ୟ ରିହାତି ମିଳିବ । ତେବେ ଏପର୍ଯ୍ୟନ୍ତ ଡିଲର ଖୁଲାସା ହୋଇନି ।

- Advertisement -

ଫ୍ଲିପକାର୍ଟର ଏହି ସେଲରେ ସ୍ମାର୍ଟ ଟିଭିଠୁ ଆରମ୍ଭ କରି ଘରୋଇ ଉପକରଣରେ ବଡ ଧରଣର ରିହାତି ଦେଖିବାକୁ ମିଳିବ । ଏହି ସେଲରେ ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ ଆଦିରେ ୧୦ ପ୍ରତିଶତର ଇନଷ୍ଟାଣ୍ଟ ରିହାତି ମିଳୁଛି । ତେବେ କମ୍ପାନୀ ଏହି ସେଲର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରିନି ।

ହଟିଲା ନାମ ଫଳକ, ଦିଲ୍ଲୀ ବଙ୍ଗଳା ଖାଲି କଲେ ସ୍ମୃତି ଇରାନୀ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories