ନିଆଁରେ ପୋଡି ହୋଇ ୩ଗୁରୁତର

0

ଭୁବନେଶ୍ବର : ନିଆଁରେ ପୋଡି ହୋଇ ୩ଜଣ ଗୁରୁତର ହୋଇଛନ୍ତି। ରାଜଧାନୀ ଉପକଣ୍ଠ କପିଳେଶ୍ବର କେନାଲ ବନ୍ଧ ନିକଟରେ ଏହି ଅଘଟଣ ଘଟିଛି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ପାରିବାରିକ କଳହରୁ ସ୍ବାମୀ, ସ୍ତ୍ରୀ ଓ ଶିଶୁ ନିଜ ଦେହରେ କିରାସିନୀ ଢାଳି ନିଜେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ଖବର ପାଇ ଗୁରୁତରଙ୍କୁ ଉଦ୍ଧାର କରିଥିଲା।

Leave A Reply