ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମହୁଲଗାଡ଼ିଆ ଗ୍ରାମର ସୋମବାରୀ ନାୟକଙ୍କ ଧାନଗଦାରେ ଅଗ୍ନିକାଣ୍ଡ ଘଟି ଦୁଇଶହ ଧାନବିଡା ଜଳିଯାଇଛି। ଘଟଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ। ଗରିବ ସୋମବାରୀଙ୍କ ଧାନବିଡା ପୋଡ଼ି ଯାଇଥିବାରୁ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି।
Popular Categories



