www.samajalive.in
Monday, December 8, 2025
27.1 C
Bhubaneswar

ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ସୁଶାନ୍ତ ସିଂହ ରାଜପୁତଙ୍କୁ ସମର୍ପିତ କରିବେ ; ଚଳଚ୍ଚିତ୍ର ‘ପାନୀ’

ମୁମ୍ବଇ : ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ଚଳଚ୍ଚିତ୍ର ‘ପାନୀ’କୁ ନିଷ୍କ୍ରାନ୍ତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ସମର୍ପିତ କରିବାକୁ ଚାହୁଁଛନ୍ତି। ଶେଖର ନିଜର ମହତ୍ୱାକାଂକ୍ଷୀ ଚଳଚ୍ଚିତ୍ର ‘ପାନୀ’ ସୁଶାନ୍ତଙ୍କ ସହ ପ୍ରସ୍ତୁତ କରିବାକୁ ଚାହୁଁଥିଲେ। ସୁଶାନ୍ତ ପାନୀ ଚଳଚ୍ଚିତ୍ରକୁ ନେଇ ଖୁବ ଆତ୍ମୋତ୍ସାହିତ ଥିଲେ ଓ ଏଥିପାଇଁ ସେ ଖୁବ ପରିଶ୍ରମ ମଧ୍ୟ କରିଥିଲେ। ସୁଶାନ୍ତଙ୍କ ଏହା ସ୍ୱପ୍ନ ପରିକଳ୍ପନା (ଡ଼୍ରିମ ପ୍ରୋଜେକ୍ଟ) ଥିଲା। ମାତ୍ର ଶେଖର ଓ ୟଶରାଜ ଫିଲ୍ମ ମଧ୍ୟରେ ହୋଇଥିବା କିଛି କାରଣବଶତଃ ଚଳଚ୍ଚିତ୍ର ପାଇଁ କୌଣସି ନିଷ୍ପତି ହୋଇପାରୁ ନଥିଲା ବୋଲି ଶୁଣିବାକୁ ମିଳିଛି।
ଶେଖର ନିଜର ଟ୍ୱିଟରେ ଲେଖିଛନ୍ତି, ଯଦି ଆପଣ ଭଗବାନଙ୍କ ସହ କୌଣସି ଯାତ୍ରାରେ ଜଡ଼ିତ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପ୍ରତ୍ୟେକ ପାଦ ଆସ୍ଥାର ସହ ଆଗକୁ ବଢାଇବାକୁ ପଡ଼ିବ। ଭଗବାନଙ୍କ ଇଚ୍ଛା ଥିଲେ ‘ପାନୀ’ ଚଳଚ୍ଚିତ୍ର ଦିନେ ନିଶ୍ଚୟ ପ୍ରସ୍ତୁତ ହେବ। ମୁଁ ସୁଶାନ୍ତଙ୍କୁ ଏହି ଚଳଚ୍ଚିତ୍ର ସମର୍ପିତ କରିବି। ମାତ୍ର ଏହି ଚଳଚ୍ଚିତ୍ର ସେମାନଙ୍କୁ ନେଇ ହିଁ ପ୍ରସ୍ତୁତ କରି ହେବ ଯେ ଗର୍ବ ନୁହେଁ ବରଂ ମନୁଷ୍ୟ ପଣିଆ ଦେଖାଇବେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories