www.samajalive.in
Friday, December 12, 2025
27.1 C
Bhubaneswar

ବିଳମ୍ବରେ ଖାଇଲେ ବଢ଼େ ପେଟ

ଯୁବପିଢ଼ି ଓ ବୟସ୍କ ପିଢ଼ି, ଉଭୟ ଏବେ ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ବେଶ୍ ସଚେତନ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟପାନୀୟ ବାବଦରେ ସତର୍କ ରହିବା ସହିତ ଯୋଗାଭ୍ୟାସ, ପ୍ରାଣାୟମ, କସରତ ମଧ୍ୟ ନିୟମିତ କରୁଛନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସବୁ କାମ କରିବାର ଏକ ନିର୍ଦିଷ୍ଟ ସମୟ ରଖନ୍ତୁ। ନିଜେ ମାନିବା ସହ ପରିବାରଲୋକଙ୍କ ମଧ୍ୟ ଏ ପ୍ରତି ସଚେତନ କରାଇବା ଉଚିତ।

– ସନ୍ଧ୍ୟା ୭-୮ ମଧ୍ୟରେ ରାତ୍ରିଭୋଜନ କରିନେବା ଭଲ, ଅତିବେଶୀରେ ରାତି ୯ଟା ପୂର୍ବରୁ ଖାଇନିଅନ୍ତୁ। ସୂର୍ଯ୍ୟ ଅସ୍ତ ହେବା ପରେ ଆମ ହଜମ କ୍ଷମତା କମ୍ ହୁଏ, ଏହା ସହ ରାତିରେ ଗରିଷ୍ଠ ଭୋଜନ ଖାଇଲେ ବଦ୍‌ହଜମ ସମସ୍ୟା ଦେଖାଦିଏ।

- Advertisement -

– ବିଳମ୍ବିତ ରାତିରେ ଭୋଜନ କରୁଥିବା ଲୋକଙ୍କ ଠାରେ ମଧୁମେହ, ରକ୍ତଚାପ, ମେଦବହୁଳ ଓ ବୟସ ବଢ଼ିବା ପରେ ହୃଦ୍‌ରୋଗ ସମସ୍ୟା ଦେଖାଦିଏ। ୪୬% ଲୋକ ଏଇଭଳି ଜୀବନଶୈଳୀ କାରଣରୁ ବିଭିନ୍ନ ରୋଗରେ କଆନ୍ରାନ୍ତ ହେଉଥିବାର ବିଶେଷଜ୍ଞଙ୍କ ମତ।

– ରାତି ୧୦ଟା ପରେ ଭୋଜନ ନିୟମିତ ଭାବେ କଲେ ପେଟ ବଢ଼େ। କସରତ, ଯୋଗ ସହ ଭୋଜନର ନିୟମ ନ ବଦଳାଇଲେ ହଇରାଣ ହେବା ସ୍ବାଭାବିକ। n

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories