ନୂଆଦିଲ୍ଲୀ : ଭାରତର ଦକ୍ଷିଣ ସ୍ଥିତ ଆଣ୍ଡାମାନ-ନିକୋବର ଦ୍ୱୀପ ସମୂହରେ ଶନିବାର ସକାଳ ୬ଟା ୫୯ରେ ଭୂକମ୍ପ ଝଟକା ଅନୁଭବ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ କରାଯାଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟ ବ୍ଲେୟର ଠାରୁ ୧୦୬ କିମି ଦୂର ପୂର୍ବ-ପୂର୍ବୋତ୍ତରରେ ଭୂମିଠାରୁ ୭୦ କିିମି ଗଭୀର ଥିଲା। ଏଥିରେ ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ଏଯାଏଁ ମିଳିନାହିଁ।
Popular Categories



