ନୂଆଦିଲ୍ଲୀ : ଆଜି ଭୋର ୫ଟା୧୧ରେ ଲଦାଖରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ଼ କରାଯାଇଛି। ଏଯାବତ ଭୂକମ୍ପରେ କୌଣସି ମୃତାହତ କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିନାହିଁ।
ସେହିପରି ଗତ ମାସରେ ମଧ୍ୟ ଲଦାଖରେ ଭୂମ୍ପର ଝଟକା ଅନୁଭବ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା।
ଲଦାଖରେ ଭୂକମ୍ପ ଝଟକା
Popular Categories


