www.samajalive.in
Monday, December 8, 2025
27.1 C
Bhubaneswar

ଶନିଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଶନିଦେବଙ୍କୁ କର୍ମ ଏବଂ ନ୍ୟାୟର ଦେବତା ବୋଲି କୁହାଯାଏ। ଆମର ଭଲ ଓ ଖରାପ କମର୍ର ଫଳ ଶନିଙ୍କ କାରଣରୁ ହିଁ ମିଳିଥାଏ। ଆମର କର୍ମର ଫଳ ଉପରେ ଶନିଦେବଙ୍କ ନିୟନ୍ତ୍ରଣ ଥିବାରୁ ଶନିଙ୍କ ମହତ୍ତ୍ୱ ଖୁବ ଅଧିକ। ଜାତକରେ ଶନିଙ୍କ ସ୍ଥିତି ଯଦି ଉତ୍ତମ ସ୍ଥାନରେ ଥାଏ ତେବେ ଖୁବ କମ ସମୟରେ ଅଧିକ ସଫଳତା ମିଳିଥାଏ। ତେଣୁ ଶନି ଦେବଙ୍କୁ ପ୍ରସନ୍ନ କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।
ଜାଣନ୍ତୁ ଶନିଙ୍କ କୃପା କିପରି ପ୍ରାପ୍ତି ହୋଇଥାଏ….
ସଠିକ ନିୟମର ପାଳନ କରିବା ଦ୍ୱାରା ଓ ସର୍ବଦା ସତ୍ୟ କହିବା ଉଚିତ।
ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ।
ଗୁରୁଜନଙ୍କୁ ଉଚିତ ସମ୍ମାନ ଓ ସେବା କରିବା ଉଚିତ।
ବୃକ୍ଷ ଲଗାଇବା ଉଚିତ।
ପ୍ରଭୁ ଶିବଶଙ୍କର ଓ କୃଷ୍ଣଙ୍କ ସର୍ବଦା ପୂଜାର୍ଚ୍ଚନା କରିବା ଉଚିତ।
ପୂଜାର୍ଚ୍ଚନା କରିବାର ନିୟମ ଓ ଶନିଙ୍କ ପ୍ରିୟବସ୍ତୁ କଳା ବସ୍ତ୍ର ….
ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯୋଦୟ ପୂର୍ବରୁ ଉଠିବା ଉଚିତ।
ଅଶ୍ୱତ୍ଥ ବୃକ୍ଷ ନିକଟରେ କଞ୍ଚା କ୍ଷୀର, କଳା ରାଶି ଓ ମହୁ ମିଶାଇ ଅର୍ପଣ କରନ୍ତୁ।
ଶନିବାର ସନ୍ଧ୍ୟା ସମୟରେ କୌଣସି ନିର୍ଦ୍ଧନ ବୃଦ୍ଧଙ୍କୁ କଳା ବସ୍ତ୍ର ଦାନ କରନ୍ତୁ ଓ ଆଶୀର୍ବାଦ ନିଅନ୍ତୁ।
ଏପରି କରିବା ଦ୍ୱାରା ଦୀର୍ଘ ସମୟରୁ କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଏପରି ୧୧ଟି ଶନିବାର କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହ ସଫଳତା ମିଳିଥାଏ।
ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତୁ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories