www.samajalive.in
Saturday, December 6, 2025
26.1 C
Bhubaneswar

ଚଳନ୍ତା ବାଇକରେ ଲାଗିଲା ନିଆଁ ; ଅଳ୍ପକେ ବର୍ତିଲେ ଚାଳକ  

ଦେବଗଡ : ଦେବଗଡ ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥ ବାହାଡାପୋଷି ଛକ ନିକଟରେ  ଅଘଟଣ ଘଟିଛି। ସୁନ୍ଦରଗଡ ଜିଲ୍ଲା ଜାମ୍ବୁଡିହି ଗ୍ରାମର ଗୋପବନ୍ଧୁ ଓରାମ ଏକ ବାଇକରେ ଲହୁଣିପଡା ପଟୁ ବାହାଡିପୋଶି  ଆସୁଥିବା ବେଳେ ଗାଡିରେ ହଠାତ ନିଆଁ ଲାଗି ଯାଇଥିଲା । ଗାଡିରେ ନିଆଁ ଲାଗିଥିବା ଦେଖିବା ପରେ ସେ ଗାଡିରୁ ଓହ୍ଲାଇ ପଡିଥିଲେ । ଫଳରେ ଅଳ୍ପକେ ବର୍ତି ଯାଇଛନ୍ତି । ପରେ ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ମାତ୍ର ବାଇକଟି ସମ୍ପୁର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories