www.samajalive.in
Tuesday, December 9, 2025
17.1 C
Bhubaneswar

କ୍ୟୁଆର କୋଡ୍ ମାଧ୍ୟମରେ ୧୪ କୋଟି ଠକେଇ : ନୋଏଡାରୁ ଜଣେ ଗିରଫ

ଡେସ୍କ :  କ୍ୟୁଆର କୋଡ୍ ମାଧ୍ୟମରେ ଚଞ୍ଚକତା କରି ୧୪ କୋଟି ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ବା ଇଓଡବ୍ଲୁ ଜଣଙ୍କୁ ଗିରଫ କରିଛି ।  ଇଓଡବ୍ଲୁ  ଏହି ଠକେଇ ମାମଲାରେ ନୋଏଡ଼ାରୁ କରନ ସିଂଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ପରେ ଇଓଡବ୍ଲୁ କରନକୁ ୩ ଦିନିଆ ରିମାଣ୍ଡରେ ଆଣିଛି । ଭୁବନେଶ୍ୱରର ଏକ କମ୍ପାନୀ ଏପ୍ରିଲରେ ମାସରେ ଏନେଇ ଠକେଇ ଅଭିଯୋଗ କରିଥିଲା। ସେହି ଆଧାରରେ କରନକୁ ଗିରଫ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories