www.samajalive.in
Saturday, December 6, 2025
26.1 C
Bhubaneswar

ତମ୍ବା କଡା ପିନ୍ଧୁଛନ୍ତି କି ? ଜାଣନ୍ତୁ ମିଳେ କି ଲାଭ..

କିଛି ଲୋକେ ହାତରେ ତମ୍ବା, ପିତ୍ତଳ ଓ ଚାନ୍ଦିର କଡା ପିନ୍ଧି ଥାଆନ୍ତି। ମାତ୍ର ହାତରେ ତମ୍ବା କଡା ପିନ୍ଧିଲେ କି କି ଲାଭ ମିଳେ ଜାଣନ୍ତୁ..
ତମ୍ବା କଡା ପିନ୍ଧିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଯେଉଁମାନଙ୍କର ବହୁ ଆଗରୁ ଏହି ସମସ୍ୟା ରହିଛି, ସେମାନଙ୍କ ପାଇଁ ମଧ୍ୟ ଏହା ପିନ୍ଧିବା ବେଶ ଲାଭଦାୟକ।
କୁହାଯାଏ ତମ୍ବା କୋଲେଷ୍ଟେରୋଲ୍‌‌କୁ ମଧ୍ୟ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ।
ଏହା ତ୍ୱଚାର ରକ୍ଷଣାବେକ୍ଷଣା କରିଥାଏ। ଏହାକୁ ପିନ୍ଧିବା ଦ୍ୱାରା ଶୀଘ୍ର ବାର୍ଦ୍ଧକ୍ୟ କିମ୍ବା ବୟସ ବଢିବା ପ୍ରଭାବ ତ୍ୱଚାରେ ଦେଖାଯାଏ ନାହିଁ।
ଏହା ଶରୀରରେ ଅଦରକାରୀ ପଦାର୍ଥର ମାତ୍ରା କମ୍‌‌ କରିବାରେ ସହାୟକ ହୋଇଥାଏ।
ତମ୍ବା କଡା ପିନ୍ଧିବା ଦ୍ୱାରା ହିମୋଗ୍ଲୋବିନ୍‌‌ ତିଆରି ହେବାରେ ସହାୟକ ହୋଇଥାଏ।
ଏହା କ୍ରୋଧକୁ ନିୟନ୍ତ୍ରଣ ରଖିଥାଏ। ଏହାସହ ହାତରେ କଡା ଧାରଣ କରିବା ଦ୍ୱାରା ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ।
ନକରାତ୍ମକ ଶକ୍ତିରୁ ମଧ୍ୟ ଏହା ରକ୍ଷା କରିଥାଏ ବୋଲି କୁହାଯାଏ।
ଜାତକରେ ସୂର୍ଯ୍ୟଗ୍ରହ ଦୁର୍ବଳ ଥିଲେ, ତମ୍ବା କଡା ପିନ୍ଧିବା ଦ୍ୱାରା ସୂର୍ଯ୍ୟଙ୍କ ସ୍ଥିତି ମଜଭୂତ ହୋଇଥାଏ। ଏହାଦ୍ୱାରା ଉନ୍ନତି ହେବା ସହ ମାନସମ୍ମାନ ବୃଦ୍ଧି ହୋଇଥାଏ।
କଡା ପ୍ରଭୁ ହନୁମାନଙ୍କ ପ୍ରତୀକ। ଏହାକୁ ପିନ୍ଧିବା ଦ୍ୱାରା ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ସମସ୍ତ ସଙ୍କଟ ଦୂର ହୋଇଥାଏ।
ତମ୍ବା କଡା ପିନ୍ଧିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories