www.samajalive.in
Monday, December 8, 2025
27.1 C
Bhubaneswar

ଦେଶ ଗଠନରେ ଦକ୍ଷ କର୍ପୋରେଟ୍‍ ପରିଚାଳନା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଛନ୍ତି, ସରକାର ସୁଶାସନ ଓ ସହଜ ଜୀବନ ଯାପନକୁ ପ୍ରୋତ୍ସାହିତ କରୁଛନ୍ତି। ସେ କହିଛନ୍ତି, ଦେଶ ଗଠନରେ ଏକ ଦକ୍ଷ, ଉତ୍ତମ, କର୍ପୋରେଟ୍‍ ପରିଚାଳନା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାକୁ ସାକାର କରିବା କ୍ଷେତ୍ରରେ କମ୍ପାନୀ ସେକ୍ରେଟାରୀମାନଙ୍କର ଗୁରୁଦାୟିତ୍ୱ ରହିଛି।

ନୂଆଦିଲ୍ଲୀରେ କମ୍ପାନୀ ସେକ୍ରେଟାରୀମାନଙ୍କର ୫୧ତମ ପ୍ରତିଷ୍ଠା ଦିବସ ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଭାରତ ନିଜର ରୂପାନ୍ତରଣପାଇଁ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଜନସାଧାରଣ ଶୀର୍ଷରେ ପହଞ୍ଚିବାର ଜ୍ଞାନ ହାସଲ କରିବାରେ ଲାଗିଛନ୍ତି। ଦେଶ କମ୍ପାନୀ ସେକ୍ରେଟାରୀମାନଙ୍କ ଠାରୁ ଅନେକ କିଛି ଆଶା ରଖେ ଓ ତାହା ସେମାନେ ସଫଳତାର ସହ ପୁରାଣ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories