www.samajalive.in
Tuesday, December 9, 2025
15.1 C
Bhubaneswar

କମିସନରେଟ ପୁଲିସ ; ଏସିପିସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ବର : କମିସନରେଟ ପୁଲିସ ଅଧୀନରେ କାର୍ଯ୍ୟରତ ଏସିପି ପାହ୍ୟାର ଅଧିକାରୀସ୍ତରରେ ବଡ଼ଧରଣର ବଦଳି ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ବଦଳିରେ ବର୍ତ୍ତମାନ କଟକ ଜୋନ୍‌ ୧ ଏସିପି ଭାବେ କାର୍ଯ୍ୟରତ ମାନସ ରଞ୍ଜନ ଗଡ଼ନାୟକଙ୍କୁ ଭୁବନେଶ୍ବର ଜୋନ୍‌ ୧ ଏସିପି ଭାବେ ବଦଳି କରାଯାଇଛି।
ସେହିପରି ଭୁବନେଶ୍ବର ଜୋନ୍‌ ୧ ଏସିପି ଭାବେ କାର୍ଯ୍ୟରତ ବିଷ୍ଣୁପ୍ରସାଦ ପାତ୍ରଙ୍କୁ ବଦଳି କରାଯାଇ ଜୋନ୍‌ ୨ ଏସିପିଭାବେ ଅବସ୍ଥାପତି କରାଯାଇଛି। କମିସନରେଟ ମୁଖ୍ୟାଳୟରେ ଏସିପିଭାବେ କାର୍ଯ୍ୟରତ ରବୀନ୍ଦ୍ରନାଥ ଶତପଥୀଙ୍କୁ ଜୋନ୍‌ ୪ ଏସିପି ଭାବେ ଅବସ୍ଥାପତି କରାଯାଇଥିବାବେଳେ ବର୍ତ୍ତମାନ ଜୋନ୍‌ ୪ ଏସିପି ଥିବା ଅମରେନ୍ଦ୍ର ପଣ୍ଡାଙ୍କୁ କଟକ ଜୋନ୍‌ ୧କୁ ବଦଳି କରାଯାଇଛି। ଜୋନ୍‌ ୬ ଏସିପିଭାବେ କାର୍ଯ୍ୟରତ ତରୁଣ ଦାସଙ୍କୁ କମିସନରେଟ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ପ୍ରକାଶ ଚନ୍ଦ୍ର ପାଳଙ୍କୁ ସେଠାରେ ଅବସ୍ଥାପିତ କରାଯାଇଛି। କମିସନରେଟ ମୁଖ୍ୟାଳୟରେ ଏସିପି କ୍ରାଇମ ଭାବେ କାର୍ଯ୍ୟରତ ପି.ଚନ୍ଦ୍ର ବଡ଼ଜେନାଙ୍କୁ କଟକ ଜୋନ୍‌ ୩ ଏସିପି ଭାବେ ବଦଳି କରାଯାଇଛି। କମିସନରେଟ ପୁଲିସ ମୁଖ୍ୟାଳୟରେ ଥିବା ଏସିପି ଅନୀଲ କୁମାର ବେଉରିଆଙ୍କୁ କଟକ ଡିଆଇବିକୁ ବଦଳି ହୋଇଛି। ଭୁବନେଶ୍ବର ଜୋନ୍‌ ୨ ଏସିପି ଭାବେ କାର୍ଯ୍ୟରତ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ କମିସନରେଟ ମୁଖ୍ୟାଳୟକୁ ବଦଳି କରଯାଇଥିବା ବେଳେ ବାଲେଶ୍ବରରୁ ବଦଳି ହୋଇ କମିସନରେଟରେ ଯୋଗଦେଇଥିବା ଏସିପି ରଜତ ରାୟଙ୍କୁ କମିସନରେଟ ହେଡ଼କ୍ବାର୍ଟରରେ ଅବସ୍ଥାପିତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories