www.samajalive.in
Monday, December 8, 2025
27.1 C
Bhubaneswar

କାର୍ ଧକ୍କାରେ ଆହତ ସିଆଇଏସଏଫ୍ ଯବାନ ମୃତ

ଭୁବନେଶ୍ବର : ରାତିରେ ଡ୍ୟୁଟିକୁ ଯିବା ସମୟରେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସିଆଇଏସଏଫ୍ ଏଏସଆଇ ନିରଞ୍ଜନଙ୍କ ମୃତ୍ୟୁ ହୋଇଛି । ଗତକାଲି ସିଆଇଏସଏଫ୍ ଏଏସଆଇ ନିରଞ୍ଜନ ପ୍ରଧାନ ପୋଖରୀପୁଟରୁ କାରଗିଲ ବସ୍ତି ଦେଇ ବିମାନବନ୍ଦର ଯାଉଥିଲେ। ଏତିକିବେଳେ ନିରଞ୍ଜନଙ୍କ ମୋଟରସାଇକେଲକୁ ଏକ କାର୍ ଧକ୍କା ଦେଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତେବେ ଆଜି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ହୀରାକୁଦର ୨୦ଟି ଗେଟ୍‌ ଖୋଲିଲା: ଅତିରିକ୍ତ ଏସ୍‌ଆରସି କହିଲେ ବନ୍ୟା ଭୟ ନାହିଁ

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories