www.samajalive.in
Monday, December 8, 2025
27.1 C
Bhubaneswar

ସହୀଦ କୃଷଚନ୍ଦ୍ରଙ୍କ ପରିବାରକୁ ମିଳିଲା ସହାୟତା

ଚିକିଟି: ଚତୁର୍ଦଶ ବିହାର ରେଜିମେଣ୍ଟର ସୁବେଦାର ସହୀଦ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପରିବାରକୁ ପ୍ରତିରକ୍ଷା ରିଲିଫ ଫଣ୍ଡ ତରଫରୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସହିଦ କୃଷ୍ଣଚନ୍ଦ୍ରଙ୍କ ପିତା ହନୁମାନ ପଣ୍ଡାଙ୍କୁ ଏକ ଲକ୍ଷ, ତାଙ୍କ ମାତା ବାସନ୍ତୀ ପଣ୍ଡାଙ୍କୁ ଏକ ଲକ୍ଷ ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳୀ ପଣ୍ଡାଙ୍କୁ ତିନି ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାପ୍ଟ ପ୍ରଦାନ କରାଯାଇଛି। ଚିକିଟି ତହସିଲଦାର ବିଶ୍ବରଞ୍ଜନ କହଁର, ଅତିରିକ୍ତ ତହସିଲଦାର କୁଳଦୀପ କୁମାର ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories