www.samajalive.in
Tuesday, December 9, 2025
16.1 C
Bhubaneswar

ଓଟିଏମ୍ ପରିସରରୁ ଅଜଗର ଉଦ୍ଧାର

ଚୌଦ୍ୱାର: ବନ୍ଦ ଓଟିଏମ ମିଲ ପରିସରରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି । ମିଲ ପାଖ ରେଳଧାରଣା ନିକଟରେ ଏକ ଅଜଗର ସାପ ବୁଲୁଥିବା କାରଖାନାର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଦେଖିବାକୁ ପାଇ ଚୌଦ୍ୱାର ବନବିଭାଗକୁ ଖବର ଦେଇଥିଲେ। ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୮ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରି ସ୍ଥାନୀୟ ଡମଣୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।

ସୂଚନା ଯେଗ୍ୟଯେ ଦୀର୍ଘବଷ ହେଲା ଓଟିଏମ ବନ୍ଦ ପଡ଼ିଥିବାରୁ ମିଲ ପରିସରରେ ଜଙ୍ଗଲ ପ୍ରାୟ ପରିସ୍ଥିତି ସୃଷ୍ଟି ହୋଇ ଥିବାରୁ ସେଥିରେ ନାନାଦି ବିଷଧର ସରିସୃପ ବାସ କରୁଛନ୍ତି। କାରଖାନା ସରକାରଙ୍କ ହାତକୁ ଗଲାପରେ ଏବେ ପରିସର ସଫାସୁତୁରା କାର୍ଯ୍ୟ ଜାରି ରହିଛି। ଫଳରେ ସରିସୃପ ମାନେ ରାସ୍ତା ଉପରକୁ ଚାଲି ଆସୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories