www.samajalive.in
Monday, December 8, 2025
27.1 C
Bhubaneswar

ଧର୍ମଶାଳା ବିଜେଡିର ମିଶ୍ରଣ ପର୍ବ : ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବହୁ କର୍ମୀ

ଯାଜପୁର : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରମେଶ ଚନ୍ଦ୍ର ପରିଡା (ତୁଷାର)ଙ୍କ ନେତୃତ୍ଵରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି । ବିଭିନ୍ନ ପଞ୍ଚାୟତର ବହୁ କର୍ମୀ ବିରୁପାଖ୍ୟ ବେହେରା, ଦଶରଥ ଖିଲାର, ପ୍ରଭଞ୍ଜନ ମହାନ୍ତି, ମାନସ ମହାନ୍ତି, ମିର୍ଜାପୁର ଗ୍ରାମ ପାୟତର ସମିତିସଭ୍ୟା ଧରିତ୍ରୀ ସାମଲ, ସଂଗ୍ରାମ ସାମଲ, ମଧୁପୁରଗଡ ପାୟତର ପୂର୍ବତନ ସରପ ଚନ୍ଦ୍ରଶେଖର ଜେନାମଣୀ, ମୃତୁଞ୍ଜୟ ଦାସ, ପ୍ରକାଶ ନାୟକ, ସୁରଥ ଦାସ, କାମଦେବ ରାଉତ, ଦିଲିପ ରଥ, ଗଗନ ଦାସ, ଅଶୋକ ସାହୁ, ରମେଶ ବେହେରା, ଅଧରକାନ୍ତ ଜେନା, ଦେବିପ୍ରସାଦ ଦାସ, ଶରତ ଧଳ, କୁଳମଣୀ ପା, ମହେନ୍ଦ୍ର ପା, ଆଶିଷ ବଳ ଏମାନଙ୍କ ନେତୃତ୍ୱରେ ବିଜେପିର ଶହ ଶହ କର୍ମୀମାନେ ପଟୁଆରରେ ଆସି ଆଜି ମଧ୍ୟାହ୍ନରେ କଳ୍ପତରୁ ଦାସ ଷ୍ଟାଡିୟମ୍, ଜାରକାଠାରେ ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ଧର୍ମଶାଳାର ବିଧାୟକ  ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ପାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଧର୍ମଶାଳା ବ୍ଲକ ସଭାପତି ଜଳଧର ମହାନ୍ତି, ରସୁଲପୁର ବ୍ଲକ ସଭାପତି ଅରୁଣ ରାଉତ, ଡ଼. ପ୍ରିୟନାଥ ମହାପାତ୍ର, ଦୁଶାସନ ସାହୁ, ଜଳଧର ସାହୁ, ଉତ୍କଳମଣୀ ଦାସ, ନିରଞ୍ଜନ ରାଉତ, ଅମରେନ୍ଦ୍ର ରାୟ, ବିକାଶ ଦାସ, ପ୍ରହଲ୍ଲାଦ ଲେଙ୍କା, ମଦନ ମୋହନ ନାୟକ, ବିକ୍ରମ ବିଶ୍ୱାଳ, ପିତାମ୍ବର ନାୟକ, ଲୋକନାଥ ପା, କ୍ଷୀତିଶ ନାୟକ, ନିର୍ମଳ ପ୍ରଧାନ, ଜଗଦାନନ୍ଦ ରାଉତ, ବିଶ୍ୱବନ୍ଦନା ଜେନା, କ୍ଷୀରାବ୍ଦୀ ତନୟା ମଲ୍ଲିକ୍ ଓ ସମସ୍ତ ପଞ୍ଚାୟତର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories